Jump to content

ପଲ୍ଲବିକ

ଉଇକିଅଭିଧାନ‌ରୁ

ପଲ୍ଲବିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପଲ୍ଲବ= ଶୃଙ୍ଗାର+ ଇକ)

[ସମ୍ପାଦନା]
୧. ରସିକ; ନାଗର; ବିଟପୁରୁଷ —୧. Libertine.
୨. ଅସ୍ୱାଭାବିକ ଉପାୟରେ ପୁରୁଷର କାମ ବୃତ୍ତି ଚରିତାର୍ଥକାରୀ ବାଳକ —୨. A catamite (Apte)