Jump to content

ପଲ୍ଲବିତ

ଉଇକିଅଭିଧାନ‌ରୁ

ପଲ୍ଲବିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଲ୍ଲବ+ ଇତ)

[ସମ୍ପାଦନା]
୧. ପତ୍ର କଅଁଳିଥିବା; ଯେଉଁ ଗଛରୁ ନୂଆ ପତ୍ର ବା କୁଆଁ ବାହାରୁ ଥାଏ — ୧. Covered with newly sprouted twigs and leaves; sprouting.
୨. ଅତିରଞ୍ଜିତ —୨. Exaggerated.
୩. ବିସ୍ତାରିତ —୩. Spread; extended (Apte).
୪. ଲାକ୍ଷାରଞ୍ଜିତ —୪. Dyed red with lac (Apte)
୫. ରୋମାଞ୍ଚିତ (ହିନ୍ଦୀ - ଶ) — ୫. With the hairs of the body erect through sudded emotion; horripilated.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲାକ୍ଷାରସ —Lac dye (Apte).