Jump to content

ପଲ୍ଲବିବା

ଉଇକିଅଭିଧାନ‌ରୁ

ପଲ୍ଲବିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପଲ୍ଲବ)

[ସମ୍ପାଦନା]
୧. (ଗଛ) କୁଆଁ ଦେବା; କଅଁଳିବା —୧. (tree) To shoot forth new leaves or twigs.

ପଲ୍ଲବିଲା ଭାଇମାନଙ୍କ ଆଶାତରୁ—କୃଷ୍ଣସିଂହ ମହାଭାରତ ଆଦି

୨. (ଲକ୍ଷଣାର୍ଥ) ସତେଜ ହେବା —୨. To thrive.