Jump to content

ପଲ୍ଲବୀ

ଉଇକିଅଭିଧାନ‌ରୁ

ପଲ୍ଲବୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପଲ୍ଲବ+ ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଗଛ; ବୃକ୍ଷ — ୧. Tree.
୨. (ନାମ) ପଲବ (ଦେଖ) - — ୨. Palhaba (See)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପଲ୍ଲବଯୁକ୍ତ —Furnished with leaves.