Jump to content

ପଲ୍ଲବେରମ୍

ଉଇକିଅଭିଧାନ‌ରୁ

ପଲ୍ଲବେରମ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମାନ୍ଦ୍ରାଜ ନିକଟରେ ଥିବା ପ୍ରାଚୀନ ପଲବ ରାଜାମାନଙ୍କର ରାଜଧାନୀ — A place near Madras which was the capital of the ancient Palhaba kings and from the site of which ancient potteries of prehistoric times have been unearthed.

[ଦ୍ରଷ୍ଟବ୍ୟ —ପ୍ରାଚୀନ ଭାରତରେ ବ୍ୟବହୃତ ମୃତ୍ପାତ୍ରମାନ ଏ ସ୍ଥାନର ଭୂଗର୍ଭରୁ ମିଳିଅଛି]