Jump to content

ପଲ୍ଲୀ

ଉଇକିଅଭିଧାନ‌ରୁ

ପଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ପଲ୍ଲ ଧାତୁ+ ଅଧି ଇ; (ସ୍ତ୍ରୀ+ ଈ)]

[ସମ୍ପାଦନା]
୧. ପଡ଼ା; ଛୋଟ ଗ୍ରାମ —୧. Hamlet; small village.
୨. ଝିଟିପିଟି; ଗୃହ ଗୋଧିବା —୨. House lizard.
୩. ଗ୍ରାମ (ହିନ୍ଦୀ - ଶ.) —୩. Village.
୪. କୁଡ଼ିଆ; କୁଟୀ (ହିନ୍ଦୀ - ଶ.) — ୪. Cottage; hut (Apte).
୫. ଗୃହ; ବାସ ସ୍ଥାନ —୫. House; station (Apte).

ପ୍ରାଦେଶିକ - (କଳାହାଣ୍ଡି)

[ସମ୍ପାଦନା]

କଣ୍ଡୂରୋଗ —Itches.