ପଲ୍ଲୀ ପତନ
ଦେଖଣା
ପଲ୍ଲୀ ପତନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚାଳରୁ ବବା ଊର୍ଦ୍ଧ୍ୱରୁ ମନୁଷ୍ୟ ଦେହରେ ଝିଟିପିଟି ଖସି ପଡ଼ିବା — The falling down of a house-lizard on a man.
[ଦ୍ରଷ୍ଟବ୍ୟ —ଲୌକିକ ବିଶ୍ୱାସ ଯେ ମନୁଷ୍ୟର ବାମ ଅଙ୍ଗରେ, ଊଋରେ, ମୁଣ୍ଡରେ ପିଠି ବକ୍ଷ ଦେଶ ଓ କର ଚରଣରେ ଝିଟିପିଟି
ପଡ଼ିଲେ ମଙ୍ଗଳ ଘଟେ ଓ ଦକ୍ଷିଣ ଅଙ୍ଗରେ ପଡ଼ିଲେ ସ୍ୱଜନ ଧନ ବିୟୋଗାଦି ଅମଙ୍ଗଳ ଘଟେ ମାତ୍ର ମତାନ୍ତରରେ ଏହାର ବିପରୀତ ହୁଏ ବୋଲି ବିବେଚିତ ହୁଏ]