Jump to content

ପଲ୍ୟଙ୍କ

ଉଇକିଅଭିଧାନ‌ରୁ

ପଲ୍ୟଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପରି+ଅଙ୍କ;ର ଓ ଳର ଭେଦ ନ ଥିବାରୁ)

[ସମ୍ପାଦନା]
୧. ପର୍ଯ୍ୟଙ୍କ; ଖଟ; ପଲଙ୍କ — ୧. Bedstead; couch.
୨. ମଞ୍ଚ —୨. Raised framework; scaffolding.
୩. କୃଷି —୩. Agriculture.
୪. ପିଚା ଓ ତଳିପାରେ ଭରା ଦେଇ ବସିବା ସମୟରେ ଅଣ୍ଟା ଓ ନଳି ଗୋଡ଼କୁ ଗୁଡ଼ାଇ କରି ବାନ୍ଧିବା ବସ୍ତ୍ର —୪. A cloth wound the waist and legs while sitting on the heels and hams.
୫. ତଳିପା ଓ ପିଚାକୁ ଭୂମିରେ ଲଗାଇ ବସିବା — ୫. Sitting on the hams and heels.

[ ଦ୍ର—ପଲ୍ୟଙ୍କ ଶବ୍ଦଯୁକ୍ତ ଶବ୍ଦମାନଙ୍କ ପାଇଁ ପର୍ଯ୍ୟଙ୍କ ଶବ୍ଦ ତଳେ ଦେଖ]