Jump to content

ପଲ୍ୟୟନ

ଉଇକିଅଭିଧାନ‌ରୁ

ପଲ୍ୟୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପରି+ଅୟ୍ ଧାତୁ=ଯିବା, ବସିବା+ଅଧିକରଣେ; ଅନ; ଯାହା ଉପରେ ବସିବାକୁ ହୁଏ)

[ସମ୍ପାଦନା]
୧. ପଲାଣ; ଥୋଡ଼ି —୧. Pack-saddle.
୨. ଘୋଡ଼ାର ଜିନ୍ —୨. Saddle of a horse.
୩. ଘୋଡ଼ାର ଲଗାମ —୩. Rein; bridle. (Apte)