Jump to content

ପଳ

ଉଇକିଅଭିଧାନ‌ରୁ

ପଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଳ୍ ଧାତୁ=ଗମନ କରିବା+କରଣ.ଅ)

[ସମ୍ପାଦନା]
୧. ଓଜନରେ ଚାରି କର୍ଷ ପରିମାଣ; ଚାରି ତୋଳା ପରିମାଣ — ୧. A weight of ୪ tolas.

[ ଦ୍ର—୧ ସେରା=୨ ପଳ, ୧ ବିଶା=୨୫: ପଳ ]

୨. (+କର୍ତ୍ତୃ. ଅ ମୁହୁର୍ତ; ସୂକ୍ଷ୍ମ କାଳ; ୬ ବିପଳ — ୨. Moment; ୨୪ seconds.

[ ଦ୍ର—୧ ଦଣ୍ଡ=୬ ପଳ=୬ ବିପଳ ]

୩. ଅମିଷ; ମାଂସ —୩. Flesh; meat.
୪. (+ଭବ. ଅ)ପ୍ରତାରଣା —୪. Cheating.
୬. ପାଳ; କୁଟା; ଶସ୍ୟହୀନ ତୃଣ —୬. Straw after threshing; straw shown of grains.
୭. ଗତ (ହିନ୍ଦୀ - ଶ) ୭. Movement.
୮. ମୁର୍ଖ ବ୍ୟକ୍ତ (ହିନ୍ଦୀ - ଶ) —୮. A dunce.
୯. ତରାଜୁ; ତୁଳାଯନ୍ତ୍ର(ହିନ୍ଦୀ - ଶ) —୯. Balance; scales.