ପଳଖା
ଦେଖଣା
ପଳଖା
ଉଚ୍ଚାରଣ
[ସମ୍ପାଦନା](ମଞ୍ଜ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଳଖା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଳ=କୁଟା; କୁଟାପରି ଅସାର ଥିବାରୁ)
[ସମ୍ପାଦନା]କାଠର ଉପରେ ଚାରିଆଡ଼େ ଛାଲ ତଳେ ଥିବା ଅସାର ଅଂଶ —The unsubstsnt or soft part round a timber below the bark.
ବୃକ୍ଷର ପଳକ ମାଟି ଉତି—ଚିନ୍ତାମଣି. ବକ୍ରମାଦିତ୍ୟ