ପଳା
ଦେଖଣା
ପଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଳା
|
ଦେଶଜ - .ବିଶେଷ୍ୟ - (ସଂ .ପରିମାଣ ବାଚ କ ପଳ; ତୁଳା. ସଂସ୍କୃତ - ପଳିକା=ଜଳ ପାତ୍ର)
[ସମ୍ପାଦନା]ଭାଣ୍ଡ ମଧ୍ୟରୁ ତୈଳ ଘୃତ ଆଦି ଉଠାଇବା ନିମନ୍ତେ ବ୍ୟବହୃତ ଏକ ପ୍ରକାର ଲୁହା ଚାମଚ (ଏଥିରେ ଦଣ୍ଡ ବା ବାଣ୍ଟ ପାତ୍ରଠାରୁ ସମକେଣ ହୋଇ ଉପରକୁ ଉଠି ଥାଏ) —A spoon or ladle with an upright handle for litin goil, ghee etc; from a jar.
ଅନୁବାଦ
[ସମ୍ପାଦନା]କ୍ରି. (ପଳାଇବା କ୍ରିୟାର ଅନ୍ଦରାର୍ଥକ ଅନୁଜ୍ଞା ଦ୍ୱିତୀୟ ପୁରୁଷରେ ରୁପ)
[ସମ୍ପାଦନା]ତୁ ପଳାଇ ଯା —(Thou) Go away; be gone.
(ଯଥା—ମୋ ଜୁଜୁଟି ଭାରି ଦୁଷ୍ଟ—କହୁଣି ମୋର ରୁଟୁ ରୁଟୁ ଦୂର୍ ପଳା ଦୂର ପଳା—ଶିଶୁ ଗୀତ.)