ପଳାଇ ପଶିବା
ଦେଖଣା
ପଳାଇ ପଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଳାଇ ପଶିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଭୟରେ ବିପଦରୁ ପଳାଇଯାଇ ଅନ୍ୟତ୍ର ଆଶ୍ରୟ ନେବା —To flee from danger and take shelter in some place in fear; to take refuge.
ପଳାଇ ପଶିଲି ମାଉସୀ ଘରେ ସାଉସୀ ମାଇଲା ବିପହରେ—ଢଗ