Jump to content

ପଳାୟିତ

ଉଇକିଅଭିଧାନ‌ରୁ

ପଳାୟିତ

ଉଚ୍ଚାରଣ

[ସମ୍ପାଦନା]
(ପଳାୟିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରା+ଅୟ. ଧାତୁ+କର୍ତୃ.ତ)

[ସମ୍ପାଦନା]
୧. ପଳାଇ ଯାଇଥିବା —୧. Fled; run away.
୨. ନିରୁଦ୍ଦିଷ୍ଟ —୨. Absconded.