Jump to content

ପଳା ହେବା

ଉଇକିଅଭିଧାନ‌ରୁ

ପଳା ହେବା

ଉଚ୍ଚାରଣ

[ସମ୍ପାଦନା]

(ପଳାଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପାଳିବାର କର୍ମବାଚ୍ୟରୂପ)

[ସମ୍ପାଦନା]

ଅନ୍ୟଦ୍ୱାରା ପାଳିତ ହେବା —To be reared up.

ଯଥା—ଗଉଡ଼ଦ୍ୱାରା ବା ଛୁରୀ ଗୁଡ଼ିକ ପଳା ହୋଇଅଛନ୍ତି