Jump to content

ପଳିତା

ଉଇକିଅଭିଧାନ‌ରୁ

ପଳିତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ପିଲିତାହ୍; ତୁଳ, ଓଡ଼ିଆ ବଳିତା, ସଂସ୍କୃତ - ବର୍ତ୍ତିକା)

[ସମ୍ପାଦନା]
୧. ବସ୍ତ୍ର ଖଣ୍ଡ ନିର୍ମିତ ସ୍ଥୂଳ ବଳିତା; ସଳିତା; ବର୍ତ୍ତୀ; ମୋଟ ବତୀ —୧. A stout wick for an oil lamp.
୨. ବନ୍ଧୁକରେ ନିଆଁ ଲଗାଇବା ପାଇଁ ବ୍ୟବହୃତ ରଞ୍ଜକ — ୨. The match of a gun.
୩. ବାଣରେ ନିଆଁ ଲଗାଇବା ପାଇଁ ବାରୁଦ ଦିଆଯାଇ ବଳା ଯାଇଥିବା ବଳିତା; ରସ ବଳିତା —୩. A long wick containing gunpowder used to light fireworks.
୪. ନାଳି ଘାଆ ଓ ବଥରୁ ପୂଜ ଆଦି ବାହାର କରିବା ନିମନ୍ତେ ବଥ ମୁହଁରେ ଦିଆଯିବା କାଠି ବା ସନ୍ଥା —୪. A twig or skein of cotton thrust into a boil or sinus for the exudation of pus.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଳିତା ଶାଗ; ନଳିତା ପିତା — The bitter leaves of jute plant.