Jump to content

ପଶମ

ଉଇକିଅଭିଧାନ‌ରୁ

ପଶମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଳ. ସଂସ୍କୃତ - ପଶୁଲୋମ)

[ସମ୍ପାଦନା]

ଊର୍ଣ୍ଣା; ପଶୁଲୋମ — Wool; fur.

[ଦ୍ରଷ୍ଟବ୍ୟ —ତିବ୍ୱତ ଓ ହିମାଳୟରେ ଥିବା ଏକ ପ୍ରକାର ଛେଳିଙ୍କ ଲୋମ ମୂଳରେ ଖୁବ୍ ସରୁ ଛୋଟ କଅଁଳିଆ ତୁଳାପରି ରୋମ ଥାଏ; ତାକୁ ପଶମ ବୋଲାଯାଏ]