ପଶା ଖେଳ
ଦେଖଣା
ପଶା ଖେଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାଶକ+ କ୍ରୀଡ଼ା)
[ସମ୍ପାଦନା]ପାଶକ କ୍ରୀଡ଼ା; ଚଉସାର ଖେଳ —The game at dice; dice play.
[ଦ୍ରଷ୍ଟବ୍ୟ —ଏଥିରେ ୪ଜଣ ଖେଳାଳୀ ୨ ଦଳ ହୋଇ ଖେଳନ୍ତି; ପୂର୍ବେ ଖେଳାଳୀମାନେ ପଣ ବା ବାଜୀ ରଖି ପଶା ଖେଳୁଥିଲେ ଏହି ଖେଳରେ ନଳ ରାଜା ରାଜ୍ୟ ସମ୍ପଦ ଓ ଯୁଦ୍ଧିଷ୍ଠିର ରାଜ୍ୟ ଓ ଦ୍ରୌପଦୀଙ୍କୁ ହରାଇ ବନବାସ କରିଥିଲେ]