ପଶା ଗୋଟୀ
ଦେଖଣା
ପଶା ଗୋଟୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଶା ଗୋଟୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶକ ଓ ଗୁଟି)
[ସମ୍ପାଦନା]ପଶା ଖେଳର ଗୁଳା ବା କାଷ୍ଠ ଗୁଳିକା — The small circular fingures or Pawns used in the game of dice.
[ଦ୍ରଷ୍ଟବ୍ୟ —ଏହା ୪ ରଙ୍ଗର (ହଳଦୀ, କାଳୀ, ନାଲୀ ଓ ନେଳୀ); ଓ ପ୍ରତ୍ୟେକରୁ ୪ ଗୋଟି ଲେଖାଏଁ, ମୋଟରେ ୧୬: ଗୋଟି ଗୋଟୀ ଥାଏ]