ପଶା ଦାନ
ଦେଖଣା
ପଶା ଦାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଶା ଦାନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଶା କାଠିକୁ ଗଡ଼ାଇଲେ ୩ ଖଣ୍ଡଯାକ କାଠି ପିଠିରେ ଦେଖାଯିବା ବିନ୍ଦୁମାନଙ୍କର ସମଷ୍ଟି — The result of a throw of dice.
[ଦ୍ରଷ୍ଟବ୍ୟ —ତିସୁରି, ତିନି ବା ତିନି ପୁଅ=୧+୧ +୧: ଚଉକ=୧+୨+୧: ପଞ୍ଜା ବା ପଞ୍ଜଡ଼ି=୨+୨ +୧: ଛକା ବା ଛକଡ଼ି=୨+୨+୨: ସାତ ବା ପାଞ୍ଚ ଦୁଇ = ୫+୧+୧: ଅଠା ବା ଛ ଦୁଇ ବା ପାଞ୍ଚ ତିନି= ୬+୧ +୧: ବା ୫+୨+୧: ନଅ ବା ଛ ତିନି ବା ପଞ୍ଚା ଚାରି =୬+୨+୧: କିମ୍ୱା ୫+୨+୨: ଦଶ ବା ଛ ଚାରି=୬ +୨+୨: ଏଗାର ବା ଦଶ ପୁଅ=୫+୫+୧: ବାର ବା କଚେ ବାର ଦଶ ଦୁଇ=୬+୫+୧: କିମ୍ୱା ୫+୫ +୨: ଏଗାର ଦୁଇ ତେର ବା ପ ବାର ବା ପଅବାର=୬ +୫+୨: କିମ୍ୱା ୬+୬+୧: ଚଉଦ=୬+୬+୨: ପନ୍ଦର =୫+୫+୫: ଷୋଳ=୫+୫+୬: ସତର=୬+୬+୫: ଅଠର=୬+୬+୬: ]