ପଶୁପତି
ଦେଖଣା
ପଶୁପତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଶୁ+ ପତି)
[ସମ୍ପାଦନା]- ୧. ମହାଦେବ — ୧. Ṡiba.
(ପଶୁନାଥ—ଅନ୍ୟରୂପ)
- ୨. ଶିବଙ୍କର ଯଜମାନ ମୂର୍ତ୍ତି — ୨. One of the forms of Ṡiba.
- ୩. ସିଂହ —୩. The lion.
- ୪. ପଶୁରକ୍ଷକ —୪. A herdsman (Apte).
- ୫. ଅଗ୍ନି (ହିନ୍ଦୀ - ଶ.) —୫. Fire.
- ୬. ଓଷଧ (ହିନ୍ଦୀ - ଶ.) —୬. Herb.