Jump to content

ପଶୁମାର

ଉଇକିଅଭିଧାନ‌ରୁ

ପଶୁମାର

ଉଚ୍ଚାରଣ

[ସମ୍ପାଦନା]

(ପଶୁମାରକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଂସେଇ Butcher.

ପୁରେ କାନ୍ଦନ୍ତି ବିଶ୍ୱଜନେ ପଶୁଙ୍କୂ ପଶୁମାର ଯେହ୍ନେ ଜଗନ୍ନାଥ ଭାଗବତ

ପଶୁମାରକ ଘରେ ଯେହ୍ନେ, ବନ୍ଦିରେ ଥାନ୍ତି ପଶୁଗଣେ ଜଗନ୍ନାଥ. ଭାଗବତ