ପଶୁରି ଗଉଣୀ
(ପଶୁରି ଗୌଣି—ଅନ୍ୟରୂପ)
ଯେଉଁ ଗଉଣିରେ ପାଞ୍ଚସେର ପରିମିତ ଶସ୍ୟାଦି ସମ୍ଭାଏ — A measuring pot of the capacity of ୫ Seers.