Jump to content

ପଶୁ କର୍ମ

ଉଇକିଅଭିଧାନ‌ରୁ

ପଶୁ କର୍ମ

ଉଚ୍ଚାରଣ

[ସମ୍ପାଦନା]

(ପଶୁକ୍ରିୟା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଶୁର ଆଚରିତ କର୍ମ)

[ସମ୍ପାଦନା]
୧. ପାଶବ କର୍ମ —୧. Brutal deed; beastly act.
୨. ପଶୁ ପରି ହିତାହିତ ବିବେଚନା ଶୂନ୍ୟ କର୍ମ —୨. Acting like beasts; beastly act.
୩. ମୈଥୁନ —୩. Copulation.
୪. ଯଜ୍ଞରେ ପଶୁ ବଧ —୪. Animal sacrifice.