ପଶୁ ଗାୟତ୍ରୀ
ଦେଖଣା
ପଶୁ ଗାୟତ୍ରୀ
ଉଚ୍ଚାରଣ
[ସମ୍ପାଦନା](ପଶୁମନ୍ତ୍ର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ପଶୁ ବଳି ଦେବା ସମୟରେ ଉଚ୍ଚାରିତ ଗାୟତ୍ରୀମନ୍ତ୍ର)
[ସମ୍ପାଦନା]ଯଜ୍ଞାର୍ଥ ପଶୁକୁ ବଳି ଦେବା ପୂର୍ବରୁ ତା କାନରେ ଯେଉଁ ମନ୍ତ୍ର କହି ଦିଆଯାଏ — The vedic formula whispered into the ear of a victim before it is sacrificed.
[ଦ୍ରଷ୍ଟବ୍ୟ —ଏ ମନ୍ତ୍ର ଗାୟତ୍ରୀର ଢାଞ୍ଚାରେ ରଚିତ; ଯଥା—ଓଁ ପଶୁପାଶାୟ ବିଦ୍ମହେ, ଶିରଶ୍ଚେଦାୟ (କିମ୍ୱା ବିଶ୍ୱକର୍ମଣେ) ଧୀମହି, ତନ୍ନୋଜୀବଃ ପ୍ରଚୋଦୟାତ୍]