Jump to content

ପଶୁ ଧର୍ମ

ଉଇକିଅଭିଧାନ‌ରୁ

ପଶୁ ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଶୁ+ ଧର୍ମ)

[ସମ୍ପାଦନା]
୧. ପଶୁକର୍ମ (ଦେଖ) - ୧. Paṡukarma (See)
୨. ବିଧବା ବିବାହ —୨. The marrying of widows. (Apte).
୩. ଗମ୍ୟାଗମ୍ୟ ବିଚାର ରହିତ ମୈଥୁନ — ୩. Promiscuous cohabitation.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ପଶୁର ଆଚାର ବିଶିଷ୍ଟ (ବ୍ୟକ୍ତି) — Beastial; brutal.