Jump to content

ପଶୁ ପାତକ

ଉଇକିଅଭିଧାନ‌ରୁ

ପଶୁ ପାତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କମର୍ଧା)

[ସମ୍ପାଦନା]

ପଶୁହତ୍ୟା ପାପ — Sin commited by the killing of an animal.

ବ୍ୟର୍ଥେକ ଅରକ ପଶୁପାତକ ଭଞ୍ଜ, ବୈଦେହୀଶବିଳାସ