Jump to content

ପଶୁ ପାଶ

ଉଇକିଅଭିଧାନ‌ରୁ

ପଶୁ ପାଶ

ଉଚ୍ଚାରଣ

[ସମ୍ପାଦନା]

(ପଶୁରଜ୍ଜୁ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଶୁ+ ପାଶ)

[ସମ୍ପାଦନା]
୧. ପଶୁକୁ ବାନ୍ଧିବା ଦଉଡ଼ି —୧. A rope for tying cattle or other beasts.
୨. ଯଜ୍ଞପଶୁ ବାନ୍ଧିବାର ରଜ୍ଜୁ — ୨. Rope for tying a victim of sacrifice.
୩. ଜୀବର ସଂସାରବନ୍ଧନ —୩. The bonds which enchain the individual soul (Apte).
୪. ପଶୁବଳି ବିଶିଷ୍ଟ ଯଜ୍ଞ; ପଶୁମେଧ — ୪. Animal sacrifice (Apte)