Jump to content

ପଶୁ ବୁଦ୍ଧି

ଉଇକିଅଭିଧାନ‌ରୁ

ପଶୁ ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପଶୁ ସୁଲଭ ବୁଦ୍ଧି)

[ସମ୍ପାଦନା]
୧. ପଶୁପରି ଅଳ୍ପବୁଦ୍ଧି; ଯୁକ୍ତି ଓ ବିଚାରହୀନ ବୁଦ୍ଧି —୧. Very little intelligence like that of beasts.
୨. ଆଦ୍ୟବୁଦ୍ଧି (ଦେଖ) - —୨. Ādyābuddhi (See)

ବିଶେଷଣ -

[ସମ୍ପାଦନା]
୧. ମୂର୍ଖ; ଅଜ୍ଞ —୨. Stupid.
୨. ହିତାହିତ ବିବେଚନା ଶୂନ୍ୟ — ୨. Wanting discrimination.