ପଶ୍ଚାତ୍
ଦେଖଣା
ପଶ୍ଚାତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ—(ପର+ଅସ୍ତାତ୍=ନିପାତନସିଦ୍ଧ)
[ସମ୍ପାଦନା]- ୧. ପରବର୍ତ୍ତୀ କାଳରେ; ପରେ — ୧. After; afterwards; subsequently.
- ୨. ଏଥି ପରେ (କାଳରେ ବା ସ୍ଥାନରେ) — ୨. Hereafter (in space or time).
- ୩. ପଛରେ —୩. Behind.
- ୪. ପିଠି ଆଡ଼େ — ୪. In the back; in the rear.
- ୫. ଭବିଷ୍ୟତରେ —୫. In future.
- ୬. ପଛ ଆଡ଼ୁ —୬. From behind.
- ୭. ପଛ ଆଡ଼କୁ —୭. Back wards.
- ୮. ଅବଶେଷରେ; ପରିଶେଷରେ — ୮. Finally; at last. (Apte)
- ୯. ପଶ୍ଚିମ ଦିଗରୁ —୯. From the west. (Apte)
- ୧. ପଶ୍ଚିମ ଦିଗକୁ — ୧୦. Towards the west. (Apte)
ବିଶେଷଣ -
[ସମ୍ପାଦନା]- ୧. ପଛଆଡ଼େ ଥିବା — ୧. Situate behind; hinder.
- ୨. ପରେ ଘଟିବା —୨. Future.