Jump to content

ପଶ୍ଚାତ୍ଗାମୀ

ଉଇକିଅଭିଧାନ‌ରୁ

ପଶ୍ଚାତ୍ଗାମୀ

ଉଚ୍ଚାରଣ

[ସମ୍ପାଦନା]
(ପଶ୍ଚାତ ଗାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପଶ୍ଚାତ୍+ଗମ୍ ଧାତୁ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେ ପଛେ ପଛେ ଯାଏ — ୧. Following.
୨. ଯେ ପଛ ଆଡ଼କୁ ଗତି କରେ — ୨. Moving backwards.
୩. ପରବର୍ତ୍ତୀ —୩. Following; succeding.