Jump to content

ପଶ୍ଚାତ୍ତାପ

ଉଇକିଅଭିଧାନ‌ରୁ

ପଶ୍ଚାତ୍ତାପ

ଉଚ୍ଚାରଣ

[ସମ୍ପାଦନା]

(ପଶ୍ଚାନୁତାପ—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (ଅବ୍ୟୟୀ ଭାବ; ପଶ୍ଚାତ୍ +ତାପ)

ଅନୁଚିତ କାର୍ଯ୍ୟ କରିବା ଯୋଗୁଁ ମନରେ ଜାତ ହେବା ଖେଦ; ପ୍ରସ୍ତାଇବା; ଅନୁତାପ — Repentance; contrition.

ଏହା ଦେଖିଣ ସୁଯୋଧନ ପଶ୍ଚାତ୍ତାପ କରି ଅବା ଛାଡ଼ିବ ବାଞ୍ଛିବାର ପାପ କୃଷ୍ଣସିଂହ, ମହାଭାରତ ଦ୍ରୋଣ