Jump to content

ପଶ୍ଚାର୍ଦ୍ଧ

ଉଇକିଅଭିଧାନ‌ରୁ

ପଶ୍ଚାର୍ଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ପୂର୍ବାର୍ଦ୍ଧ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ଅପର+ଅର୍ଦ୍ଧ; ନିପାତନ)

[ସମ୍ପାଦନା]
୧. ଶରୀରର ଗୋଡ଼— ଠାରୁ ନାଭି ପର୍ଯ୍ୟନ୍ତ ଅଂଶ — ୧. The part of the body below the navel; the lower half of the body.
୨. ବସ୍ତୁର ଦ୍ୱିତୀୟାର୍ଦ୍ଧ —୨. The latter half.
୩. ପଶ୍ଚିମାଂଶ —୩. The western side (Apte).