ପଶ୍ଚିମା
ଦେଖଣା
ପଶ୍ଚିମା
ଉଚ୍ଚାରଣ
[ସମ୍ପାଦନା](ପଶ୍ଚିମାଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପଶ୍ଚିମ+ଆ)
[ସମ୍ପାଦନା]ପଶ୍ଚିମ ଦିଗ; ପ୍ରତୀଚୀ — The west.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଭାରତର ପଶ୍ଚିମାଞ୍ଚଳ ବାସୀ — ୨. A person of Western India.
- ୨. ଭାରତର ଉତ୍ତର ପଶ୍ଚିମାଞ୍ଚଳୀୟ ବ୍ୟକ୍ତି — ୨. A man of the North Western province of India.
ବିଶେଷଣ -
[ସମ୍ପାଦନା]ପଶ୍ଚିମ ଦେଶୀୟ —Western.
ପଶ୍ଚିମା ବେଶ ଯଥୋଚିତ ବାସ, ପିନ୍ଧାଇ ସଜନୀ ହୋଇଲେ ତୋଷ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ