Jump to content

ପଶ୍ଚିମୋତ୍ତର

ଉଇକିଅଭିଧାନ‌ରୁ

ପଶ୍ଚିମୋତ୍ତର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପଶ୍ଚିମ+ଉତ୍ତର)

[ସମ୍ପାଦନା]

ପୃଥିବୀର ପଶ୍ଚିମ ଓ ଉତ୍ତର ଦିଗର ମଧ୍ୟବର୍ତ୍ତୀ କୋଣ; ବାୟୁକୋଣ The north western point of the compass.