Jump to content

ପଶ୍ଚିମ ଜୀବନ

ଉଇକିଅଭିଧାନ‌ରୁ

ପଶ୍ଚିମ ଜୀବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶେଷ ଜୀବନ; ଜୀବନର ଶେଷଭାଗ — The last part of the life.

କରିଥିଲି ଆଶା କରିବି ଯାପନ ତୋ ପଶ୍ଚିମତୀରେ ପଶ୍ଚିମ ଜୀବନ—ରାଧାନାଥ, ଚିଲିକା