ପଶ୍ଚିମ ଦୁଆର
ଦେଖଣା
ପଶ୍ଚିମ ଦୁଆର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଶ୍ଚିମ ଦୁଆର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଶ୍ଚିମ+ଦ୍ୱାର)
[ସମ୍ପାଦନା]- ୧. ଘର ବା ଗଡ଼ ବା ମନ୍ଦିର ବା ମନ୍ଦିର ବେଢ଼ାର ପଶ୍ଚିମ ଦିଗର ଦ୍ୱାର — ୧. The western door or gate of a house or compound or temple.
- ୨. ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାର ପଶ୍ଚିମ ଦ୍ୱାରରେ ପୂର୍ବେ ଥିବା ବେଶ୍ୟାଳୟମାନ —୨. The houses of prostitutes which were formerly located near the western gate of the Puri temple.
- ୩. ଗୁହ୍ୟଦ୍ୱାରା —୩. Anus.
(ଯଥା—ତାହାର ପଶ୍ଚିମ ଦୁଆର ଶବ୍ଦ କରୁଛି=ସେ ବାତକର୍ମ କରୁଛି)