ପଶ୍ୟ
ଦେଖଣା
ପଶ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବେଶ; କିମ୍ୱା ଦୃଶ୍ ଧାତୁର ଅନୁଜ୍ଞା ୨ୟ ପୁରୁଷ ଏକ ବଚନର ଆକାର ସଂସ୍କୃତ - ପଶ୍ୟ=ଦେଖ)
[ସମ୍ପାଦନା]- ୧. ଦୃଷ୍ଟି —୧. Sight.
- ୨. କୌଣସି ବିଷୟ ପ୍ରତି ମନୋଯୋଗ — ୨. Attention to any point.
- ୩. ଧ୍ୟାନ; ଖିୟାଲ —୩. Care; thought.
- ୪. ସ୍ମରଣ —୪. Remembrance; recollection.