Jump to content

ପଶ୍ୱାଚାର

ଉଇକିଅଭିଧାନ‌ରୁ

ପଶ୍ୱାଚାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମ.ପ. ଲୋ; ପଶୁର ଉପଯୁକ୍ତ ଆଚାର)

[ସମ୍ପାଦନା]
୧. ପାଶବ ବ୍ୟବହାର — ୧. Beastly conduct.
୨. ତାନ୍ତ୍ରିକ ଆଚାରବିଶେଷ — ୨. A kind of Tantric ritual.

[ ଦ୍ର—ତନ୍ତ୍ର ମତରେ ତିନି ପ୍ରକାରେ ସାଧନା କରା ଯାଏ; ଯଥା, ଦିବ୍ୟ, ବୀର ଓ ପଶୁ; ପଶ୍ୟାଚାର ବା ବୈଦିକାଚାର କଳିଯୁଗରେ କର୍ତ୍ତବ୍ୟ; ଏଥିରେ ନିତ୍ୟସ୍ନାନ, ସନ୍ଧ୍ୟା, ପୂଜନ, ଶ୍ରାଦ୍ଧ ଓ ବ୍ରାହ୍ମଣ କର୍ମ କରିବା, ସମସ୍ତଙ୍କୁ ସମାନ ଭାବରେ ଦେଖିବ, ଅନ୍ୟର ଅନ୍ନ ଗ୍ରହଣ କରିବ ନାହିଁ, ସତ୍ୟ କହିବ ଓ ମଦ୍ୟ ମାଂସ ବ୍ୟବହାର କରିବ ନାହିଁ (ହିନ୍ଦୀ - ଶ.)]