Jump to content

ପଶ୍ୱାଚାରୀ

ଉଇକିଅଭିଧାନ‌ରୁ

ପଶ୍ୱାଚାରୀ

ଉଚ୍ଚାରଣ

[ସମ୍ପାଦନା]
(ପଶ୍ୱାଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପଶ୍ୱାଚାର+ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ପାଶବ ବ୍ୟବହାରକାରୀ — ୧. Acting brutally; bestial.
୨. ପଶ୍ୱାଚାର ବିଧିରେ ତାନ୍ତ୍ରିକ ଅନୁଷ୍ଠାନକାରୀ — ୨. Following the Paṡwāchāra Tantra-exercises.