Jump to content

ପସନ୍ଦଦାର୍

ଉଇକିଅଭିଧାନ‌ରୁ

ପସନ୍ଦଦାର୍

ଉଚ୍ଚାରଣ

[ସମ୍ପାଦନା]

(ପସନ୍ଦଦାରିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଣ—(ଫାରାସୀ - ପସନ୍ଦଦାର୍)

[ସମ୍ପାଦନା]
୧. ଅନୁମୋଦିତ —୧. Approved; choice.
୨. ଯେ ଉତ୍ତମରୂପେ ପସନ୍ଦ କରିପାରେ — ୨. Competent to select a thing.
୩. ଦେଖିବାକୁ ସୁନ୍ଦର — ୩. Graceful to look at.