ପସନ୍ଦ କରିବା
ଦେଖଣା
ପସନ୍ଦ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପସନ୍ଦ କରିବା
|
(ପସନ୍ଦକୁ ଆଣିବା)—ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମନୋନୀତ କରିବା — ୧. To choose; to select.
- ୨. ପ୍ରଶଂସା କରିବା —୨. To praise.
- ୩. ଅନୁମୋଦନ କରିବା — ୩. To aprove; to take a fancy to.
- ୪. ସମ୍ମାନ କରିବା; ଖାତିର କରିବା — ୪. To treat with respect or regard.
- ୫. ଭଲ ପାଇବା; ସୁଖ ପାଇବା —୫. To like.
- ୬. ବିଶ୍ୱାସ କରିବା —୬. To believe; to trust.
- ୭. କୌଣସି ପଦାର୍ଥର ଗୁଣ ବା ମୂଲ୍ୟ ବିଚାର କରିବା — ୭. To take into consideration the quality or price of athing; to appraisa.