Jump to content

ପସନ୍ଦ ପଡ଼ିବା

ଉଇକିଅଭିଧାନ‌ରୁ

ପସନ୍ଦ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

(ପସନ୍ଦରେ ପଡ଼ିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସମ୍ମାନିତ ହେବା; ଖାତିରରେ ଆସିବା — ୧. To be treated with respect or regard.

(ଯଥା—ଏ କାଳର ଟୋକାଙ୍କୁ ମୁରବୀମାନେ ପସନ୍ଦ ପଡ଼ୁ ନାହାନ୍ତି)

୨. ମନୋନୀତ ହେବା; ଅନୁମୋଦିତ ହେବା — ୨. To be approved; to meet with approval to suit one's choice.

ପସନ୍ଦ ପଡ଼ିବ ବୋଲି ସିନା ମାତ୍ର ପରଦା ବନ୍ଧାଉ ବଚନରେ— କବିସୂର୍ଯ୍ୟ. କବିତାକଲ୍ଲୋଳ

୩. ବିଶ୍ୱାସ କରାଯିବା —୩. To be believed.