Jump to content

ପସରା

ଉଇକିଅଭିଧାନ‌ରୁ
  • ବୁଲାବିକାର ବା ଉଠା ଦୋକାନୀର ବିକ୍ରେୟ ଦ୍ରବ୍ୟ ସମ୍ଭାର
  • ଦୋକାନ
  • ଉଠାଦୋକାନୀର ପଣ୍ୟଦ୍ରବ୍ୟ ରଖିବା ଚାଙ୍ଗଡା; ପଣ୍ୟାଧାର
  • ଆଶ୍ରୟ
  • ଜୀବିକା ନିର୍ବାହର ଉପାୟ
  • ବୋଝ
  • ଆଧାର
  • ପୂର୍ଣ୍ଣ ପରିମାଣପସରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂ . ପ୍ରସାର=ପଣ୍ୟ ବିକ୍ରୟ; ତୁଳ. ପାଲୀ . ପସାର; କିମ୍ୱା ସଂସ୍କୃତ - ପଣ୍ୟଶାଳା)

[ସମ୍ପାଦନା]
୧. ବୁଲାବିକାର ବା ଉଠା— ଦୋକାନୀର ବିକ୍ରେୟ ଦ୍ରବ୍ୟ ସମ୍ଭାର —୧. Collection of commodities or wares of a pedlar; pedlary.
୨. ଦୋକାନ —୨. Shop.

ବସିଛି ଦୁଃଖ ପାସୋରା ବାତି ବିରସ ପସରା କବିସୂର୍ଯ୍ୟ ରତ୍ନାକର ଚମ୍ପ ବ. ଗୀତ

୩. ଉଠାଦୋକାନୀର ପଣ୍ୟଦ୍ରବ୍ୟ ରଖିବା ଚାଙ୍ଗଡ଼ା; ପଣ୍ୟାଧାର — ୩. A basket or tay on which commodities are exhibited for sale by a pedlar.
୪. ଆଶ୍ରୟ —୪. Support.


୫. ଜୀବିକା ନିର୍ବାହର ଉପାୟ — ୫. Means of support.
୬. ବୋଝ —୬. Load.
୭. ଆଧାର —୭. Receptacle.
୮. (ଲକ୍ଷଣାର୍ଥ) ପୂର୍ଣ୍ଣ ପରିମାଣ — ୮. (figurative) A full measure.

(ଯଥା—ଘର କଲେ କଳଙ୍କ ପସରା ମୁଣ୍ଡେଇବାକୁ ହୁଏ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଖାତିର; ପରୁଆ — Care; regard.

(ଯଥା—ତାର ଏ କଥାରେ ପସରା ନାହିଁ)