Jump to content

ପସରା ମେଲାଇବା

ଉଇକିଅଭିଧାନ‌ରୁ

ପସରା ମେଲାଇବା

ଉଚ୍ଚାରଣ

[ସମ୍ପାଦନା]

ପସରା ପକା(କେ)ଇବା, ପସରା ବାଢ଼ିବା, ପସାରା ମେଲିବା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବିକ୍ରେୟ ଦ୍ରବ୍ୟ ପରିପୂର୍ଣ୍ଣ ଆଧାରକୁ ପଣ୍ୟ ବିକ୍ରୟାର୍ଥ ଖୋଲି ରଖିବା —To exhibit or spread out the basket or tray of commodities for sale.