ପସାର
ଦେଖଣା
ପସାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପସାର
|
ଦେଶଜ - ବି—(ସଂସ୍କୃତ - ପ୍ରସାର)
[ସମ୍ପାଦନା]- ୧. ଖ୍ୟାତି; ପ୍ରତିପତ୍ତି — ୧. Reputation.
- ୨. ବ୍ୟବସାୟଗତ ବିଶ୍ୱାସ ବା ସୁନାମ — ୨. Credit or reputation in trade or business.
- ୩. ବ୍ୟବସାୟାଦିରେ କୃତକାର୍ଯ୍ୟତା — ୩. Success in business.
- ୪. ବିସ୍ତୃତି; ପ୍ରସାର — ୪. Expanse; extent.
- ୫. ବ୍ୟବସାୟର ବିସ୍ତାର ବା ଉନ୍ନତି — ୫. Extention of business; improvement in trade.