Jump to content

ପସାରୀ

ଉଇକିଅଭିଧାନ‌ରୁ

ପସାରୀ

ଉଚ୍ଚାରଣ

[ସମ୍ପାଦନା]
(ପସାରୁଣୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ବୁଲାବିକା — ୧. A pedlar.
୨. ପଣ୍ୟ ବିକ୍ରେତା; ଦୋକାନୀ — ୨. Shop keeper; stall holder; grocer.
୩. ହାଟ ଆଦିକୁ ଯେଉଁ ବିକ୍ରେତାମାନେ ପସରା ଘେନି ଆସନ୍ତି; ଉଠା ଦୋକନୀ —୩. Sellers coming to a market with baskets; huckster.

ଚାଣ୍ଡାଳ ପସରା ପ୍ରମାଣ ଚାଖି ସସ୍ୱାଦ ଫଳ ଆଣ ତାହା ଯେସନେ ବେଗେ ଆଣି ପସାରୀ ଜାତିକି ନ ଗଣି ଭୂପତି—ପ୍ରେମପଞ୍ଚାମୃତ