Jump to content

ପସାରୁଣୀ

ଉଇକିଅଭିଧାନ‌ରୁ

ପସାରୁଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ.

[ସମ୍ପାଦନା]
୧. (ପସାରୀର ସ୍ତ୍ରୀଲିଙ୍ଗ) ଯେଉଁ ସ୍ତ୍ରୀଲୋକ ହାଟକୁ ପସରା ନେଇ ପଣ୍ୟାଦି ବିକେ — A female huckster.
୨. (ସଂସ୍କୃତ - ପ୍ରସାରିଣୀ)—ଏକ ପ୍ରକାର ଔଷଧି ଲତା — ୨. A medicinal creeper; Paederia Fœtida.

[ ଦ୍ର—ଏ ଲତାର ପତ୍ରଅତ୍ୟନ୍ତ ଦୁର୍ଗନ୍ଧ— ମୟ କିନ୍ତୁ ତିଅଣ ବା ଝୋଳ ହେଲେ ଏଥିର ଗୁର୍ଗନ୍ଧ ରହେ ନାହିଁ ଏହାର ପତ୍ର ଓ ଡଙ୍କର ଝୋଳ କରି ପଥ୍ୟରୂପେ ରୋଗୀ ଖାଏ ଏହାର ରସ ଦେହରେ ମାଲିସ କଲେ ଅଙ୍ଗ ପ୍ରସାରିତ ହୁଏ ବୋଲି ଏହାର ନାମ ପ୍ରସାରିଣୀ ଏହା ଆଛୁକାଦି ବର୍ଗର ଦୁର୍ଗନ୍ଧ ରୋହିଣୀ ଲତା , ଫୁଲର କଳମ— ଲଟାର ଫୁଲ ପଚି ଓ ଶରତ୍ କାଳରେ ଫୁଟେ; ଏ ଲତା ବହୁତ ମାଡୢ ଯାଏ ବୈଦ୍ୟକ ମତରେ ଏହା ବଳବୀର୍ଯ୍ୟ ବର୍ଦ୍ଧକ, ବାତ ପିତ୍ତ ନାଶକ, ଭଗ୍ନାସ୍ଥି ସଂଯୋଜକ, ସ୍ୱରଭଙ୍ଗ ଓ ବାତ ଆଦି ରୋଗରେ ଉପକାରୀ]