Jump to content

ପହଁଟିବା

ଉଇକିଅଭିଧାନ‌ରୁ

ପହଁଟିବା

ଉଚ୍ଚାରଣ

[ସମ୍ପାଦନା]

(ପହଁଟି ଯିବା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) କ୍ରି.

[ସମ୍ପାଦନା]
୧. ଅଭ୍ୟାସ ବଶତଃ ଲାଳୟିତ ହେବା — ୧. To be tempted owing to habit.

(ଯଥା—ସବୁଦିନ ଏଠାରୁ ପୁଆଳ ଖାଇ ଗାଈଟା ପହଁଟୁଛେ)

୨. (ନିଆଁ) ଲାଗି ଯିବା — ୨. To break out (said of fire).