ପହଡ଼
ଦେଖଣା
ପହଡ଼
ଉଚ୍ଚାରଣ
[ସମ୍ପାଦନା](ପହୁଡ଼—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ତୁଳ. ତା. ପଡ଼; ତେ ପହୂଡ଼=ଶୋଇବା)
[ସମ୍ପାଦନା]ପହୁଡ଼; ରାଜାଙ୍କର ନିଦ୍ରା ବା ଶୟନ; ଦେବତାଙ୍କର ନିଦ୍ରା ବା ବିଶ୍ରାମ ନିତ —Sleep (used for the sleep of kings and D)
[ ଦ୍ର—ଏହା ରାଜ ଓ ଦେବତାଙ୍କ ନିଦ୍ରା ପ୍ରତି ପ୍ରୟୋଗ କରାଯାଏ ମଧୁସୂଦନ କବିତାବଳିରେ ('ତେଜିଣ ବେଗେ ପହୁଡ଼ ଗୋଧନ ଘେନି ଗଉଡ଼') ଗଉଡ଼ର ନିଦ୍ରାପ୍ରତି ପହୁଡ଼ ଶବ୍ଦ ବ୍ୟବହାର କରିଅଛନ୍ତି; କିନ୍ତୁ ଏହା ସଙ୍ଗତ ନୁହେଁ ]
ଗ୍ରାମ୍ୟ (ଇତର ଭାଷା) ପ୍ରହର; ୪ଘଡ଼ି ସମୟ; ଯାମ; ୩ ଘଣ୍ଟା ସମୟ —A unit of time; about three hours.